logo

୨୪ ନିର୍ବାଚନ ଲଢ଼ୁନାହାନ୍ତି ଅନେକ ଚର୍ଚ୍ଚିତ ଚେହେରା । ଜାଣନ୍ତୁ କାହାର କାହାର କଟିଛି ଟିକେଟ ?

ଚଳିତ ବିଧାନସଭା ନିର୍ବାଚନରେ ଅନେକ ବଡ ବଡ ନେତା ପ୍ରାର୍ଥୀ ହୋଇନାହାନ୍ତି । କାହାର ଟିକେଟ କଟିଛି ତ ଆଉ କାହାକୁ ଏଯାଏଁ ମିଳିନି ଟିକେଟ । ତ ଆଉ କାହାକୁ ଟିକେଟ ନ ମିଳି ମଧ୍ୟ ସେ ନିର୍ବାଚନରେ ସକ୍ରୀୟ । ଚେହେରା ବଡ ହୋଇଥିଲେ ମଧ୍ୟ ତାଙ୍କ ସ୍ଥାନରେ ଦଳ ନୂଆ ପ୍ରାର୍ଥୀ ଦେଇ ଚକମା ଦେଇଛି । ସେହିପରି ଆଉ କିଛି ସ୍ଥାନରେ ଉତ୍ତାରାଧିକାରୀଙ୍କ ପାଇଁ ରାସ୍ତା ଛାଡିବାକୁ ଯାଇ ବାପା, ସ୍ୱାମୀ ଏବଂ କାକା ଆସନ ଛାଡିଛନ୍ତି ବୋଲି କୁହାଯାଉଛି ।
ତେବେ ଆସନ୍ତୁ ଜାଣିବା ୨୪ରେ ପ୍ରାର୍ଥୀ ହୋଇନଥିବା ଚର୍ଚ୍ଚିତ ଚେହେରାଙ୍କ ନାମ
୨୪’ରେ ନାହାନ୍ତି ଚର୍ଚ୍ଚିତ ଚେହେରା (ଓଟିଏସ୍)
ଚନ୍ଦ୍ର ଶେଖର ସାହୁ
ବିଜେଡି ସାଂସଦ, ବ୍ରହ୍ମପୁର
ଗଂଜାମ ରାଜନୀତିର ଅନ୍ୟତମ ବଡ଼ ଚେହେରା
ୟୁପିଏ ସରକାରରେ କେନ୍ଦ୍ରରେ ମନ୍ତ୍ରୀ ଥିଲେ
୨୦୧୯ରେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ
ବ୍ରହ୍ମପୁରର ପୌରପାଳିକାର ଅଧ୍ୟକ୍ଷ ଥିଲେ
ବିଜେଡି ନିର୍ବାଚନ କମିଟି ଇସ୍ତାହାରର ଅଧ୍ୟକ୍ଷ ରହିଛନ୍ତି
ଅମର ଶତପଥୀ ବିଜେଡି ବିଧାୟକ, ବଡଚଣା
ଯାଜପୁର ରାଜନୀତିରେ ଅନ୍ୟତମ ପ୍ରମୁଖ ଚେହେରା ବଡଚଣାରୁ ୬ ଥର ବିଧାନସଭାକୁ ନିର୍ବାଚିତ ବିଜେଡି ପୂର୍ବରୁ ଏନସିପିରେ ଥିଲେ
ଚଳିତଥର ଅମରଙ୍କ ସ୍ଥାନରେ ଅଭିନେତ୍ରୀ ବର୍ଷା ହୋଇଛନ୍ତି ପ୍ରାର୍ଥୀ ହେଲେ ଚଳିତଥର ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି
ପୂର୍ବରୁ ବିଜେପିର ବିଧାୟକ ପ୍ରାର୍ଥୀ ହୋଇଥିଲେ
ପଂଚାନନ କାନୁନଗୋ ରାଜ୍ୟ କଂଗ୍ରେସର ଅନ୍ୟତମ ପ୍ରମୁଖ ଚେହେରା
କଂଗ୍ରେସ ସରକାରରେ ଅର୍ଥମନ୍ତ୍ରୀ ଥିଲେ
ନିଜର ମନ୍ତବ୍ୟ ଏବଂ ବିଚାରଧାରା ପାଇଁ ଜଣାଶୁଣା ବାପି ସର୍ଖେଲ
ପାରାଦୀପର ଟାଣୁଆ ଶ୍ରମିକ ନେତା
କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ
ଚଳିତଥର ଦଳ ଡିଆଁ ପର୍ବରେ ସାମିଲ ହୋଇଥିଲେ ଉଭୟ ପତି ଓ ପତ୍ନୀ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି
କିନ୍ତୁ ଚଳିତଥର ଟିକେଟ୍ ପାଇ ନାହାନ୍ତି ।

ହେଲେ ଚଳିତଥର ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି
ପୂର୍ବରୁ ବିଜେପିର ବିଧାୟକ ପ୍ରାର୍ଥୀ ହୋଇଥିଲେ

ପଂଚାନନ କାନୁନଗୋ
ରାଜ୍ୟ କଂଗ୍ରେସର ଅନ୍ୟତମ ପ୍ରମୁଖ ଚେହେରା
କଂଗ୍ରେସ ସରକାରରେ ଅର୍ଥମନ୍ତ୍ରୀ ଥିଲେ
ନିଜର ମନ୍ତବ୍ୟ ଏବଂ ବିଚାରଧାରା ପାଇଁ ଜଣାଶୁଣା ବାପି ସର୍ଖେଲ
ପାରାଦୀପର ଟାଣୁଆ ଶ୍ରମିକ ନେତା
କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ
ଚଳିତଥର ଦଳ ଡିଆଁ ପର୍ବରେ ସାମିଲ ହୋଇଥିଲେ ଉଭୟ ପତି ଓ ପତ୍ନୀ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି
କିନ୍ତୁ ଚଳିତଥର ଟିକେଟ୍ ପାଇ ନାହାନ୍ତି ।

0
540 views